ଦେଶ ସେବା ପାଇଁ ଜୀବନ ଉତ୍ସର୍ଗ... ସଂସାରରେ ଆଜି ସବୁଠୁ ବଡ ଯୁଦ୍ଧ ହେଉଛି ଦାରିଦ୍ର ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଯୁଦ୍ଧ | ସମାଜର ଯାତନା ଓ ଯନ୍ତ୍ରଣା ରୁ ଜନ୍ମ ପାଏ ଏକ ବିପ୍ଲବୀ | ଭେଷ ପୋଷାକ ବଦଳେଇ କିଏ ବିପ୍ଲବୀ ହୁଏନାହିଁ କି ଠେଙ୍ଗାବାଡି ନେଇ ବାହାରିଲେ ମଧ୍ୟ କେହି ବିପ୍ଲବୀ ହେଇଯାଏ ନାହିଁ | ଏଇ ବିପ୍ଲବୀ ମନକୁ ସମାଜର କଲ୍ୟାଣ ରେ ଲଗାଇବାର ଦାୟିତ୍ୱ ମନୋଜ ସୁତାର ବହନ କରିଛନ୍ତି | Previous Next ଆମ ଲକ୍ଷ୍ୟ Proin gravida nibh vel velit auctor aliquet. Aenean sollici tudin, lorem quis biben dum auctor, nisi elit conse quat. ବିସ୍ତାର ଭାବେ ପଢିବା ପାଇଁ କ୍ଲିକ୍ କରନ୍ତୁ